ଭକ୍ତ ଚରଣ ଦାସ
(୧୭୨୯–୧୮୧୩)
ୟେ ବୈଷ୍ଣବ କବି ଅଟନ୍ତି । ମଥୁରାମଙ୍ଗଳ ନାମକ କୃଷ୍ଣକାବ୍ୟ ରଚନା କରିଥିଲେ । ଏହି କାବ୍ୟଟିର କେତୋଟି ଛାନ୍ଦ ଓଡ଼ିଶାର ପୁରପଲ୍ଲୀରେ ଅତ୍ୟନ୍ତ ଜନପ୍ରିୟ ।

ରଚନାବଳୀ

କାବ୍ୟ

ଚଉତିଶା

This article is issued from Wikisource. The text is licensed under Creative Commons - Attribution - Sharealike. Additional terms may apply for the media files.