ବନମାଳୀ ଦାସ
(୧୭??–୧୭୯୦)
ଅନେକ ଲୋକପ୍ରିୟ ଚଉପଦୀ ଓ ଜଣାଣର ରଚୟିତା । ଏହାଙ୍କ ରଚନା ମୁଖ୍ୟତଃ କୃଷ୍ଣଲୀଳାତ୍ମକ । ଏହାଙ୍କ ରଚନାରେ ପୁରୀ ଶ୍ରୀମନ୍ଦିରର ପର୍ବପର୍ବାଣିର ଅତ୍ୟନ୍ତ ଜୀବନ୍ତ ବର୍ଣ୍ଣନା ଦେଖିବାକୁ ମିଳେ ।

ରଚନାବଳୀ

ଚଉପଦୀ

ଜଣାଣ

This article is issued from Wikisource. The text is licensed under Creative Commons - Attribution - Sharealike. Additional terms may apply for the media files.