ଦୀନକୃଷ୍ଣ ଦାସ
(୧୬୫୦–୧୭୧୦)
ପ୍ରମୁଖ ରୀତିଯୁଗୀୟ ଭକ୍ତକବି । ଅନେକ ପ୍ରସିଦ୍ଧ ଜଣାଣ ଓ 'ରସକଲ୍ଲୋଳ' କୃଷ୍ଣଲୀଳା ଆଧାରିତ କାବ୍ୟ ରଚନା କରିଥିଲେ । ଏହା ଛଡ଼ା ଅନ୍ୟାନ୍ୟ ରଚନା ମଧ୍ୟ କରିଛନ୍ତି । ଓଡ଼ିଆ ସାହିତ୍ୟରେ ଏକାଧିକ ଦୀନକୃଷ୍ଣ ଥିବା ଗବେଷକମାନେ କହିଛନ୍ତି ।

ରଚନାବଳୀ

(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)

କାବ୍ୟ

  • ରସକଲ୍ଲୋଳ
  • ଗୁଣସାଗର
  • ସଂସାର ବୋଧକ ବୋଲି
  • ଭାବସମୁଦ୍ର
  • ମଧୁମଙ୍ଗଳ
  • ଭୂତକେଳି
  • କଳିଯୁଗ
  • ଦରିଦ୍ର ଦାମୋଦର ଦ୍ୱିଜ
  • ପ୍ରସ୍ତାବସିନ୍ଧୁ
  • ଜଗମୋହନ ଛାନ୍ଦ
  • ରସବିନୋଦ
  • ନାରକାସୁର ବଧ
  • ସୁଭଦ୍ରା ହରଣ କାବ୍ୟ

ଗୀତା

  • ନାମରତ୍ନ ଗୀତା
  • ବଉଦ ବ୍ରହ୍ମଗୀତା
  • ନାମ ବ୍ରହ୍ମଗୀତା

କ୍ଷୁଦ୍ର ରଚନା

'ବୋଲି' ରଚନା

  • ଘାଟବୋଲି (ନାବକେଳି)
  • ଅଳଙ୍କାର ବୋଲି

'ବିଭା' ରଚନା

  • ବୃନ୍ଦାବନ ରାସଙ୍କ ବିଭା
  • କଂସବିଭା
  • ପାଞ୍ଚପାଟ ବଂଶୀ ବିଭା

'ସାଗର' ରଚନା

  • ଜ୍ଞାନ ସାଗର
  • ଭକ୍ତି ସାଗର
  • ଧର୍ମ ସାଗର
  • ମହିମା ସାଗର
  • ମୁକ୍ତିସାଗର
  • ତତ୍ତ୍ୱସାଗର

ଭଜନ ବା ଜଣାଣ

ଚଉତିଶା

  • ଆର୍ତ୍ତତ୍ରାଣ ଚଉତିଶା (ବା ଆରତତ୍ରାଣ ଚଉତିଶା)
  • କମଳାକାନ୍ତ ଚଉତିଶା

ଅନ୍ୟାନ୍ୟ ରଚନା

  • ସ୍ତ୍ରୀ ପୁରୁଷ ଲକ୍ଷଣ
This article is issued from Wikisource. The text is licensed under Creative Commons - Attribution - Sharealike. Additional terms may apply for the media files.