ଗୋପାଳକୃଷ୍ଣ ପଟ୍ଟନାୟକ
(୧୭୮୪–୧୮୬୨)
ପାରଳାର ନିବାସୀ । ୟେ ଅନେକ ଲୋକପ୍ରିୟ ଚଉପଦୀର ରଚୟିତା । ଏହାଛଡ଼ା କେତେକ ଜଣାଣ, ଛାନ୍ଦ ଓ ଚଉତିଶା ମଧ୍ୟ ରଚନା କରିଛନ୍ତି । କବିକଳହଂସ ଭାବେ ପରିଚିତ ।

ରଚନାବଳୀ

ଚଉପଦୀ

ଜଣାଣ

ଛାନ୍ଦ

ଚଉତିଶା

This article is issued from Wikisource. The text is licensed under Creative Commons - Attribution - Sharealike. Additional terms may apply for the media files.