ଗଙ୍ଗାଧର ମେହେର
(୧୮୬୨–୧୯୨୪)
ସ୍ୱଭାବ କବି ଭାବେ ପରିଚିତ । ଅନେକ କାବ୍ୟକବିତା ରଚନା କରିଥିଲେ । ଏହାଙ୍କ ସର୍ବାଧିକ ଲୋକପ୍ରିୟ କାବ୍ୟ ତପସ୍ୱିନୀ ପ୍ରକୃତି ବର୍ଣ୍ଣନା ପାଇଁ ପ୍ରସିଦ୍ଧ । ଏଣୁ ୟେ ପ୍ରକୃତି କବି ଭାବେ ମଧ୍ୟ କଥିତ ।

ରଚନାବଳୀ

କାବ୍ୟ

  • ଇନ୍ଦୁମତୀ (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
  • ଉତ୍କଳ ଲକ୍ଷ୍ମୀ (୧୮୯୪)
  • କୀଚକ ବଧ (୧୯୦୩)
  • ତପସ୍ଵିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
  • ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
  • ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
  • ମହିମା
  • କବିତା କଲ୍ଲୋଳ
  • ଅଯୋଧ୍ୟା ଦୃଶ୍ୟ
  • ବଳରାମଦେବ
  • ପଦ୍ମିନୀ (ଶେଷ କୃତି)

କବିତା

This article is issued from Wikisource. The text is licensed under Creative Commons - Attribution - Sharealike. Additional terms may apply for the media files.