ଗୋପୀଭାଷା
ଲେଖକ/କବି: ଦନାଇ ଦାସ
କୃଷ୍ଣ ଓ ଗୋପୀମାନଙ୍କ ଉପରେ ଆଧାରିତ କାବ୍ୟ । ଏହା ସମ୍ପୂର୍ଣ୍ଣ ଚକ୍ରକେଳି ବୃତ୍ତରେ ଲିଖିତ । ଏହାର କେତେକ ପଦ ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ ଏବଂ ପୂର୍ବରୁ ଚାଟଶାଳୀରେ ଦନାଇ ଦାସଙ୍କ ଗୋପୀଭାଷା ପଢ଼ାହେବା ପ୍ରଚଳନ ଥିଲା ।
This article is issued from Wikisource. The text is licensed under Creative Commons - Attribution - Sharealike. Additional terms may apply for the media files.