ଓଡ଼ିଆ ଉଇକିପିଡ଼ିଆ
ଏକ ଖୋଲା ଜ୍ଞାନକୋଷ

ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ସଭିଙ୍କୁ ଲେଖିବା ଓ ସମ୍ପାଦନାର ସୁଯୋଗ ଦେଉଥିବା ଏକ ଖୋଲା ଜ୍ଞାନକୋଷ ।
୩ ଜୁନ ୨୦୦୨ରେ ଆରମ୍ଭ ହୋଇଥିବା ଏହି ଜ୍ଞାନକୋଷର ପ୍ରସଙ୍ଗ ସଂଖ୍ୟା ଅଧୁନା ୧୫,୫୫୫ ।

କିପରି ଟାଇପ କରିବେ ଜାଣିବା ନିମନ୍ତେ ଏଥିରେ କ୍ଳିକ କରନ୍ତୁ

ଆଲୋଚନା ସଭା • ଇ-ମେଲରେ ଯୋଗାଯୋଗ • ଲଗ ଇନ/ନୂଆ ଖାତାଟିଏ ଖୋଲିବେ

 
ନୂଆ ପ୍ରସଙ୍ଗଟିଏ ଗଢ଼ିବା ଶିଖନ୍ତୁ

ଆରମ୍ଭ • କିଛି ଜାଣିବା କଥା • ଲେଖିବାରେ ସହଯୋଗ• ଦରକାରୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ତାଲିକା

ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗର ପ୍ରଥମ ଅକ୍ଷର ଉପରେ କିମ୍ବା ଶ୍ରେଣୀ ଉପରେ କ୍ଳିକ କରନ୍ତୁ ।

୦-୯
ଶ୍ରେଣୀ କ୍ଷ ଜ୍ଞ ଶ୍ରୀ ଓଁ
 ଓଡ଼ିଶା      କଳା       ଚଳଣି       ବିଜ୍ଞାନ       ଭୂଗୋଳ       ଇତିହାସ       ଧର୍ମ       ରାନ୍ଧଣା       ମନୋରଞ୍ଜନ   
ନୂଆ ପୃଷ୍ଠାର ନାମ ଲେଖନ୍ତୁ:

 ପୂର୍ବରୁ ଥିବା ପ୍ରସଙ୍ଗ ସବୁକୁ ଆପଣ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିପାରିବେ ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ

ବଛା ଲେଖା

ବାର୍ସେଲୋନା ଫୁଟବଲ କ୍ଲବ ବା ଫୁଟବଲ କ୍ଲବ ବାର୍ସେଲୋନା (ସ୍ପେନୀୟ ଭାଷାରେ Futbol Club Barcelona) ସ୍ପେନର ବାର୍ସେଲୋନା ସହରର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ । ଏହି ଫୁଟବଲ କ୍ଲବ୍ ସ୍ପେନର ଲା ଲିଗା ଫୁଟବଲ ପ୍ରତିଯୋଗିତାରେ ଖେଳିଥାଏ । ଫୁଟବଲ ପ୍ରେମୀ ଓ ସମର୍ଥକମାନେ ଏହାକୁ ଆଦରରେ ବାର୍ସା, ଏଫ୍‍ସିବି ବା କେବଳ ବାର୍ସେଲୋନା ବୋଲି କୁହନ୍ତି ।

୧୮୯୯ ମସିହାରେ ହୋଆନ୍ ଗାମ୍ପରଙ୍କ ନେତୃତ୍ୱରେ କିଛି ସ୍ୱିସ୍, ସ୍ପେନୀୟ, ଇଂରାଜୀ ଓ କାଟାଲାନ୍ ଫୁଟବଲ ଖେଳାଳି ମିଶି ଏହି କ୍ଲବ୍‍ର ପ୍ରତିଷ୍ଠା କରିଥିଲେ । ପରେ ଏହି କ୍ଲବ୍ କାଟାଲାନ୍ ସଂସ୍କୃତିର ଏକ ସଙ୍କେତ ଚିହ୍ନ ପାଲଟି ଯାଇଥିଲା । ବାର୍ସେଲୋନା ଫୁଟବଲ କ୍ଲବର ଆଦର୍ଶ ବାକ୍ୟ ହେଉଛି - "ମେସ୍ କୋ ଉନ୍ କ୍ଲୁବ୍ (Més que un club)" (ଅର୍ଥାତ - "କେବଳ କ୍ଲବଠାରୁ ଆହୁରି ଅଧିକ") । ବାର୍ସେଲୋନା ଫୁଟବଲ କ୍ଲବର ସମର୍ଥକମାନେ ଏହି କ୍ଲବ ଦଳର ମାଲିକ ତଥା ନିୟନ୍ତ୍ରଣକାରୀ ଯାହା ଅନ୍ୟ ପ୍ରମୁଖ ଫୁଟବଲ କ୍ଲବମାନଙ୍କରେ ଦେଖିବାକୁ ମିଳେ ନାହିଁ ।


ପୁରା ପଢନ୍ତୁ...


ପ୍ରସଙ୍ଗ ପଞ୍ଜିକା

ଜାନୁଆରୀ

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

ବଛା ଛବି
କୋୟା ଜନଜାତିର ଏକ ମହିଳା
ସ୍ଵତ୍ତ୍ଵାଧିକାରୀ: ଓଡ଼ିଶା ସରକାର
 ଆର.ଏସ.ଏସ ଫିଡ   ·     ଇ-ମେଲ   ·    ବଛା ଛବି   ·    ଅଭିଲେଖ
ଉଇକିପିଡ଼ିଆ ବ୍ୟବହାର କରିବେ କିପରି

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର

  • ଉଇକିପିଡ଼ିଆ ବାବଦରେ ଥରକୁଥର ପଚରାଯାଇଥିବା ପ୍ରଶ୍ନର ଉତ୍ତର (FAQ)
  • ଉଇକିପିଡ଼ିଆର ବ୍ୟବହାର ବାବଦରେ ଶିକ୍ଷଣରୁ ଶିଖିପାରିବେ। ଶିକ୍ଷଣ ଭିଡ଼ିଓ
  • ଜଣେ ଉଇକିଆଳି ଭାବରେ ଓଡ଼ିଆ ଉଇକିପିଡ଼ିଆକୁ ଆଗକୁ ନେବାରେ ସାହାଯ୍ୟ କରନ୍ତୁ ।
  • ଖୋଲା ଏଡ଼ିଟରବ୍ୟବହାର କରି ଲେଖାରେ ନୂଆ ଲିଙ୍କସବୁ ମିଶାଇ କରି ସାଇତି ରଖନ୍ତୁ । ଆପଣ ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାସବୁକୁ ଖୁବ ସହଜରେ ଓଡ଼ିଆରେ ଅନୁବାଦ ମଧ୍ୟ କରିପାରିବେ ।
  • ଇଂରାଜୀ ସାହାଯ୍ୟରୁ ଅଧିକ ଜାଣନ୍ତୁ ।
ଅଲଗା ଭାଷାରେ ଉଇକିପିଡ଼ିଆ
ଉଇକିମିଡିଆର ସହଯୋଗୀ ପ୍ରକଳ୍ପ ସବୁ

 ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)     ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)     ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ (ଶବ୍ଦକୋଷ  ବିଶେଷଣ ପୋଥି)    ଉଇକିକଥା (ଢଗଢମାଳି  ବିଶେଷ କଥା)    ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି (ମାଗଣା ପଢ଼ାବହି  ମାନୁଆଲ)     ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)     ଉଇକି ମହାବିହାର (ମାଗଣା ଶିକ୍ଷଣ  ଉପକରଣ)     ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

 ଉପରକୁ ଯିବେପୁନ ଲୋଡ଼ଉଇକିମିଡ଼ିଆ ଭାରତ ପୋର୍ଟାଲପରିସଂଖ୍ୟାନ – ଆଲୋଚନା ସଭା – ଯୋଗାଯୋଗ – ଫେସବୁକ ଟୁଇଟର

This article is issued from Wikipedia. The text is licensed under Creative Commons - Attribution - Sharealike. Additional terms may apply for the media files.